OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ମର ଗାଁ - ଶାନ୍ତାନୁ କୁମାର କର୍ଣ୍ଣ

ମର ଗାଁ - ଶାନ୍ତାନୁ କୁମାର କର୍ଣ୍ଣ


ମର ଗାଁ ର ସଖାଲ
ଆଏଜ ସୋର ପଡୁଛେ
ଫିରି ଆଇଁତି ଘାଏ
ସେ ମର ଗାଁକେ ।

ସଖାଲ ପହପହ ନ କୁକୁରା
ଡାକବାର ଶବଦ
ବେଲ ଉଦୁବାର ଦୁରୁସ କେ
ଟିକେ ଆଏଖ ପୁରେଇ
ଦେଖିନେତି ।

ପିରି ଆଏତି
ସଖାଲର ସେ
ନଏଦ ଖଣ୍ଡିଆର
ହୁର ହୁରିଆ ଧୁକା
ଆର ମାଘ ମାସର
କନ କନି ସିତକେ
ଆଏଖ ପୁରେଇ
ଦେଖିନେତି
ମର ସେ ଅତି 
ସେନହୋ ଆଦରର
ଗାଁ କେ  ।।
########
ଶାନ୍ତନୁ କୁମାର କର୍ଣ୍ଣ, 
ଜୟପୁର,ବୀରମହାରାଜପୁର,
ସୋନପୁର ।
ମୋ-୯୯୩୭୯୯୩୧୯୮

ent from my Samsung Galaxy smartphone.

0 Comments