ଅଣୁଗଳ୍ପ - କଙ୍କି ଧରଣ - ରୀତା ଅପରାଜିତା ମହାନ୍ତି

ଅଣୁଗଳ୍ପ - କଙ୍କି ଧରଣ - ରୀତା ଅପରାଜିତା ମହାନ୍ତି

କଙ୍କି ଧରଣ.. ମା ମରଣ..,ଛୋଟ ବେଳେ ଶୁଣିଥିଲି । ଏଇ କଥା ମୋ ବାଳୁତ ମନରେ ଘର କରିଯାଇଥିଲା । ଏଇ କଥାକୁ ମୁଁ ଏତେ ବିଶ୍ୱାସ କରିଯାଇଥିଲି । ପୁରା ଛୋଟ ବେଳ ଖେଳ କୁଦରେ ଗୋଟିଏ ବି କଙ୍କି ଧରିନଥିଲି । କାରଣ ମୁଁ ମୋ ମା'ଙ୍କୁ ବହୁତ ଭଲ ପାଉଥିଲି ସେ ବି.. । ଆଜି ବି ମୁଁ ବହୁତ ଭଲ ପାଏ ମୋ ମା ଙ୍କୁ ।

ରୀତା ଅପରାଜିତା ମହାନ୍ତି
ପ୍ଲଟ ନ -୮୩(ସି)ଆମ୍ରପଲ୍ଲୀ, ଭୁବନେଶ୍ୱର -୨୧
ମୋ-୯୩୩୮୫୮୪୮୫୭

0 Comments