ହୃଦୟରେ ଆଜି ପ୍ରେମର କାଗଜ
ଖାଲି ହୋଇ ରହିଗଲା
ଲେଖିବାର ଯିଏ ଥିଲା ଏ କାଗଜେ
ଛାଡି ଦେଇ ଚାଲିଗଲା ।
ପ୍ରେମ ର ନଅର ତୋଳିଥିଲା ସିଏ
ନିଜ ହାତେ ତାର ଗଢ଼ି
ସେହି ହାତେ ତାର ଭାଙ୍ଗିଦେଇ ଗଲା
ଚାଲି ଗଲା ମୋତେ ଛାଡ଼ି ।
କେତେ ଆଶା ସ୍ୱପ ଦେଇଥିଲା ମୋତେ
ମୁଁ ଯେ ତୁମ ରାଜରାଣୀ
ସେହି ରାଜରାଣୀ କୋଉଠି ହଜିଲା
ପାରେ ନାହିଁ ମୁଁ ଯେ ଜାଣି ।

ସୁଦର୍ଶନ ସାହୁ
ଓଡ଼ିଆ ବିଭାଗ ଛାତ୍ର
ଏନ୍ ସି କଲେଜ ,ଯାଜପୁର
9337603660
Sent from OPPO Mail