OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଜୟ ଜଗନ୍ନାଥ - ଶୁଭକାନ୍ତ ସାହୁ

ଜୟ ଜଗନ୍ନାଥ - ଶୁଭକାନ୍ତ ସାହୁ

ଜଗନ୍ନାଥ!
ମୁଁ ତୁମ ନିକଟରେ ବହୁ ପରୀକ୍ଷିତ
ପ୍ରତିଥର ହୋଇଛି ଉପେକ୍ଷିତ
ଦୁଃଖ କମ୍ ସୁଖ ବେଶୀ ଦିଅ ତ
ହେଲେ ଉପଭୋଗରୁ ରଖିଛ ନିବୃତ୍ତ
ମୁଁ କିବା ତୁମ ଦ୍ବାରା ପରୋକ୍ଷ ପ୍ରେରିତ
ଜୀବନରେ ସୁଖ ଦୁଃଖ ସବୁ ଥାଏ ତ
ସବୁ ସତ୍ତ୍ବେ ରହିବାକୁ ହେବ ନିରାଶକ୍ତ।
ଏ କଥା ଯଦି ସତ୍ୟ ସତ୍ୟ ସତ୍ୟ
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ଇତି
ତୁମ ଦାସ, ଶୁଭକାନ୍ତ
🙏🙏🙏
ଶୁଭକାନ୍ତ ସାହୁ
ଦେଉଳପଲ୍ଲୀ, କଳମ୍ବ
ପୋଲସରା, ଗଞ୍ଜାମ।
ପିନ୍:୭୬୧୧୦୫

0 Comments