OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଅଣୁଗଳ୍ପ - ଆଶା - ରୀତା ଅପରାଜିତା ମହାନ୍ତି

ଅଣୁଗଳ୍ପ - ଆଶା - ରୀତା ଅପରାଜିତା ମହାନ୍ତି


ଆଶାର ସ୍ୱପ୍ନସବୁ ଭାଙ୍ଗିଗଲା ପରି ଲାଗୁଛି । ଏ ବର୍ଷ OTET ପରୀକ୍ଷା ପାଇଁ କେତେ କଡା ପ୍ରସ୍ତୁତି କରିଥିଲା ସେ । ଏଇ ପ୍ରଶ୍ନପତ୍ର ଭାଇରାଲ ତା'ର ସବୁ ପାଣିପାଗ ବିଗାଡି ଦେଲା । ଆଶା ଲୁହ ଛଳ ଛଳ ଆଖିନେଇ ଫେରିଯାଉଛି ଘରକୁ । ବିଧବା ମାଆର ଆଶା ପୁଣି ଭାଙ୍ଗିବ । ଆଶା ପୁଣି ବିଶ୍ୱାସର ଦୁର୍ଗ ତିଆରି କରେ । ମୁହଁରେ ମେଞ୍ଚେ ହସ ଲଦି ସେ ଘରକୁ ଫେରେ ଯେମିତି କିଛି ବି ତ ହେଇନି ।

ପ୍ଲଟ ନ-୮୩(ସି) ଆମ୍ରପଲ୍ଲୀ,
ଭୁବନେଶ୍ବର-୨୧, ମୋ -୯୩୩୮୫୮୪୮୫୭

0 Comments