ଆଜିର ଅତିଥି ରଶ୍ମି ରଞ୍ଜନ ସାହୁ

ଆଜିର ଅତିଥି ରଶ୍ମି ରଞ୍ଜନ ସାହୁ


ଆଜିର ଅତିଥି ରଶ୍ମି ରଞ୍ଜନ ସାହୁ
ଉପସ୍ଥାପନାରେ ସିଦ୍ଧେଶ୍ଵର ତ୍ରିପାଠୀ

2 Comments

  1. 🌷ଜୟ ଶ୍ରୀ ଜଗନ୍ନାଥ 🌷
    ପ୍ରତିଭା ଏକ ବିଭୁଦତ୍ତ ବରଦାନ । ପ୍ରତିଭାଧରମାନଙ୍କୁ ପ୍ରୋତ୍ସାହନ ଦେବାକୁ ଯେଉଁମାନେ ଆଗେଇ ଆସନ୍ତି, ସେମାନେ ମହାନ୍ ଓ ଧନ୍ୟବାଦାର୍ହ ।
    ବଣମଲ୍ଲୀର ସୁଗନ୍ଧିକୁ ଜନମାନସରେ ପ୍ରଚାର ପ୍ରସାର କରୁଥିବା ବ୍ୟକ୍ତିବିଶେଷ ତଥା ସଂସ୍ଥାଗୁଡ଼ିକ ଓଡ଼ିଆ ଭାଷା ଓ ସାହିତ୍ୟକୁ ଋଦ୍ଧିମନ୍ତ କରିବା ନିମନ୍ତେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି ।
    ଏଭଳି ବିରଳ ବ୍ୟକ୍ତିମାନଙ୍କୁ ଅନୁସନ୍ଧାନ କରି ଚିହ୍ନଟ କରୁଥିବା ସାରସ୍ୱତ ସଂସ୍ଥା ଓ ସାଧକଙ୍କୁ ଅନ୍ତରର ଗଭୀରତମ ପ୍ରଦେଶରୁ ପ୍ରଣାମ ।

    ReplyDelete
    Replies
    1. ଆପଣଙ୍କର ଏହି କଥା ପଦକ ଖୁବ ପ୍ରେରଣାଦାୟୀ । ହୃଦୟରୁ ସାରସ୍ୱତ ପ୍ରଣାମ ଓ ସାଧୁବାଦ ।

      Delete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।