ବଣମଲ୍ଲୀର ମହକ - ନିର୍ମାଲ୍ୟ ସ୍ଵାଗତିକା - କବିର ଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି - ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ

ବଣମଲ୍ଲୀର ମହକ - ନିର୍ମାଲ୍ୟ ସ୍ଵାଗତିକା - କବିର ଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି - ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ

ଆସନ୍ତା ତା ୦୩/୦୨/୨୦୧୯ (ରବିବାର) ସମୟ ସକାଳ ୦୯ ଘଣ୍ଟା ଠାରୁ ଦିବସବ୍ୟାପୀ "ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ" ବଣମଲ୍ଲୀର ମହକ - ନିର୍ମାଲ୍ୟ ସ୍ଵାଗତିକା - କବିର ଘର ସାହିତ୍ୟ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଖୋରଧା ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରସ୍ଥ ମୈତ୍ରୀ ଭବନରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ସମାରୋହରେ ସାହିତ୍ୟ ଆଲୋଚନା, କବିତା ଆବୃତ୍ତି, ସମ୍ବର୍ଦ୍ଧନା ପର୍ବ ଏବଂ ବାର୍ଷିକ କବିତା ସଂକଳନ "ନିର୍ମାଲ୍ୟ ସ୍ଵାଗତିକା" ର ଉନ୍ମୋଚନ ସହିତ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଣୁ ଏହି ସମାରୋହରେ ଯୋଗଦାନ ନିମନ୍ତେ ଆପଣଙ୍କ ସଦୟ ସ୍ବୀକୃତି କାମନା କାମନା କରୁଅଛୁ ।




0 Comments