OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଅନ୍ତରର ପରିଭାଷା - ପୂର୍ଣ୍ଣଚନ୍ଦ୍ର ଭୂୟାଁ

ଅନ୍ତରର ପରିଭାଷା - ପୂର୍ଣ୍ଣଚନ୍ଦ୍ର ଭୂୟାଁ


ଅପେକ୍ଷା !!
ନିଶା ନୁହଁ,
ମୋ ହୃଦୟର ନିଷ୍କଳଙ୍କ ପରିଭାଷା,
ତୋତେ ମୋ ମଧ୍ୟେ ବଞ୍ଚାଇ ରଖିବାର ସମସ୍ତ ପ୍ରୟାସ
ଓ ଇଛା ଏବଂ ଅଭିଳାଷ,

ରୋମନ୍ଥନ
ମୋ ସମସ୍ତ ପୌରୁଷ
ଶିରା ଧମନୀ ଓ ହୃତପିଣ୍ଡ
କହିବାକୁ ତୋତେ ଭଲପାଇ
ଓ ମୁହୂର୍ତ୍ତେ ଦେଖିବା ପାଇଁ
ଛଟପଟ ହୋଇ ॥

Purna Chandra Bhuyan 

0 Comments