Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମଣିଷ ଜୀବନ - ଜୟସେନ ପ୍ରାଧାନ


ମଣିଷ ଜୀବନ        ଏମିତିକା ପଥ
କେବେ ସୁଖ ପୁଣି    କେବେ ଆସେ ଦୁଃଖ।
କେଜାଣି କାହାର     ଜୀବନରେ କେବେ
ହସ ଆସେ ପୁଣି       ଦୁଃଖ ଆସେ କେବେ।
କେବେ କେଉଁ ବାଟେ  ଯାଏ ଏ ମଣିଷ
କେବେ କାନ୍ଦଆଉ    କେବେ ଆସେ ହସ।
ଜୀବନଜଞ୍ଜାଳ        ଦହିଯାଏ ମନ
ଦୁଃଖରେ ସୁଖରେ   ବିତେ ଏ ଜୀବନ।

                  ଜୟସେନ ପ୍ରାଧାନ
       ମାଳତେନ୍ତୁଳିଆ, ପୋଲସରା, ଗଂଜାମ

Post a Comment

0 Comments