ମନେ ପଡୁଛି - ସୁଦର୍ଶନ ସାହୁ


ମୋ ଗାଁ ସକାଳ
ଆଜି ମନେ ପଡୁଛି
ଫେରି ଯାଆନ୍ତି କି
ମୋର ପାହାନ୍ତି ସକାଳର
ସୂର୍ଯ୍ୟ ଉଦୟ ଦୃଶ୍ୟକୁ
ଟିକେ ଦର୍ଶନ କରନ୍ତି
ଫେରି ଯାଆନ୍ତି କି
ସକାଳର ସେ
ନଦୀ କୁଳର ଥଣ୍ଡା ଥଣ୍ଡା
ପବନର ସୁଅ ,
ଆଉ ହାଡ଼ ଭଙ୍ଗା ଶୀତକୁ
ଅନୁଭବ କରନ୍ତି  ।

ସୁଦର୍ଶନ ସାହୁ
ଓଡ଼ିଆ ବିଭାଗ ଛାତ୍ର
ଏନ୍ ସି କଲେଜ , ଯାଜପୁର

0 Comments