
ମୋ ଗାଁ ସକାଳ
ଆଜି ମନେ ପଡୁଛି
ଫେରି ଯାଆନ୍ତି କି
ମୋର ପାହାନ୍ତି ସକାଳର
ସୂର୍ଯ୍ୟ ଉଦୟ ଦୃଶ୍ୟକୁ
ଟିକେ ଦର୍ଶନ କରନ୍ତି
ଫେରି ଯାଆନ୍ତି କି
ସକାଳର ସେ
ନଦୀ କୁଳର ଥଣ୍ଡା ଥଣ୍ଡା
ପବନର ସୁଅ ,
ଆଉ ହାଡ଼ ଭଙ୍ଗା ଶୀତକୁ
ଅନୁଭବ କରନ୍ତି ।
ସୁଦର୍ଶନ ସାହୁ
ଓଡ଼ିଆ ବିଭାଗ ଛାତ୍ର
ଏନ୍ ସି କଲେଜ , ଯାଜପୁର
ଆଜିର ଅତିଥି ରଶ୍ମି ରଞ୍ଜନ ସାହୁ ଉପସ୍ଥାପନାରେ ସିଦ୍ଧେଶ୍ଵର ତ୍ରିପାଠୀ
ବିଷୟଟି ସମ୍ପୂର୍ଣ୍ଣ ପଢନ୍ତୁ »
0 Comments
ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।