ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

କର୍ମ - ରମାକାନ୍ତ ମିଶ୍ର

କର୍ମ - ରମାକାନ୍ତ ମିଶ୍ର


ଗୋଟିଏ ଅସ୍ଥାୟୀ ଜୀବନରେ
ସବୁ ଆମେ ସ୍ଥାୟୀ ଦରକାର କରେ
ଯାହା ତ ବୁଣି ଥିବୁ
ତାହାହିଁ ତ ପାଇବୁ
ସୁଖ ଦୁଃଖ ସବୁ କର୍ମ ଫଳ
ଯେତିକି କର୍ମ ସେତିକି ଫଳ |

ସବୁ ଠାରୁ ବଡ ପୂଜା
ବାପା ମାଂକ ସେବା
ଭାଗ୍ୟବାନଂକୁ ମିଳେ ସୁଯୋଗ
ଦୂରେଇ ଦେଲେ ଅଯୋଗ୍ୟ
ସ୍ବର୍ଗର ଦ୍ବାର ଖୋଲି ଯିବ
ଯାହା କରିଥିବ ମିଳିଯିବ |

ନିଜ ଲୋକକୁ ଯେ ଦୂରେଇ ଦିଏ
ଜଣା ଅଜଣାରେ ହାଏ ଲାଗିଯାଏ
କର୍ମ ଆମକୁ ଖ୍ୟମା କରି ଦେବ
କର୍ମ ଆମକୁ ଆଗକୁ ନେବ |

ଶ୍ରୀ ରମାକାନ୍ତ ମିଶ୍ର 
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର 
ଭୂବନେଶ୍ୱର - ୭୫୧୦୨୧ 
ମୋବାଇଲ - ୯୯୩୭୨୬୮୦୧୨

0 Comments