Information

ପ୍ରାଚୀନ ଲୋକକଳା ଓ ସଂସ୍କୃତି ମାଧ୍ୟମରେ କନ୍ଧମାଳ କଳା ବିକାଶ କେନ୍ଦ୍ରର ନିଆରା ପଦକ୍ଷେପ


କନ୍ଧମାଳ - ବିଲୁପ୍ତ ହୋଇଯାଉଥିବା ପ୍ରାଚୀନ ଲୋକ କଳା, ସଂସ୍କୃତି ଓ ପରମ୍ପରା କୁ ପୁନର୍ବାର ଲୋକଙ୍କ ସାମ୍ନାରେ ପହଞ୍ଚାଇବା ପାଇଁ  କନ୍ଧମାଳ କଳା ବିକାଶ କେନ୍ଦ୍ରର ଏକ ନିଆରା ପଦକ୍ଷେପ । କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଏହି ଅନୁଷ୍ଠାନ ପକ୍ଷରୁ ଧୁଡୁକି ନୃତ୍ୟ ପରିବେଷଣ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅନୁଷ୍ଠାନର ସମ୍ପାଦକ ପ୍ରମୋଦ କୁମାର ଦଣ୍ଡସେନାଙ୍କୁ ଏଥିପାଇଁ ଅନେକ ପ୍ରଶଂସା ଓ ଧନ୍ୟବାଦ ମିଳିଛି ।

Reported By
Simanchal Rana, Kandhamal

Post a Comment

0 Comments