Information

ବ୍ୟଙ୍ଗ କବିତା - ବାଙ୍କ ଚାହାଁଣି - ରାଜେନ୍ଦ୍ର ନାରାୟଣ ସେନାପତି


ଚୋର ଓ ପାପୀ କରନ୍ତି ଭକ୍ତି
    କାର୍ତ୍ତିକେ ଜାଣ ବେଶୀ ,
ଫୁଲ ଚୋରାନ୍ତି ରାତି ଅଧରୁ
        ଲୁଚି ଲୁଚିକି ଆସି ।
       କୁଆଡେ ଗଲା ଖାସି ,
ଛାଡ଼ ଖାଇରେ ଦାନ୍ତ ଦେଖେଇ
         କହନ୍ତି ଭାରି ହସି ।

        ଆମ ଓଡ଼ିଶା ବାସୀ ,
ପୂଜାରେ ତାଙ୍କ ଭାରି ଶରଧା
        ଦେଖ ସଭିଏଁ ମିଶି ।

ରାଜେନ୍ଦ୍ର ନାରାୟଣ ସେନାପତି
ପାଇକତିଗିରିଆ, ଖୋର୍ଦ୍ଧା

Post a Comment

0 Comments