OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ସୃଜନ - ରମାକାନ୍ତ ମିଶ୍ର

ସୃଜନ - ରମାକାନ୍ତ ମିଶ୍ର


ନିଜ ଡେଣା ନ ମେଲାଇବା ପର୍ଯ୍ୟନ୍ତ
ଜାଣିବା ନାହିଁ ଉଡିବା କେଉଁ ପର୍ଯ୍ୟନ୍ତ
ନିଜ କୁ ଖୋଜିବା ନୁହେଁ ଜୀବନ
ଜୀବନ ର ଅନ୍ୟ ନାମ ସୃଜନ
ଏକା ଥିଲେ ଖୋଜୁ ରାସ୍ତାର ଅନ୍ତ
ସାଂଗ ଥିଲେ ସବୁ ରାସ୍ତା ଅନନ୍ତ |

ରମାକାନ୍ତ ମିଶ୍ର 
ଭି.ଆଇ.ଏମ. - ୨୬୮  
ଶୈଳଶ୍ରୀ ବିହାର, ଭୁବନେଶ୍ୱର - ୭୫୧୦୨୧ 
ଭ୍ରାମ୍ୟଭାଷ : ୯୯୩୭୨୬୮୦୧୨

0 Comments