ତୁ ଦିନେ ନିଶ୍ଚୟ ବୁଝିବୁ
ମନେ ମନେ ମୋତେ
ବହୁତ ଖୋଜିବୁ
ହେଲେ ମୁଁ ନଥିବି ତୋ ପାଖରେ
ସେଦିନ ବୁଝିପାରିବୁ
ସମୟ କାହାକୁ କହନ୍ତି
ଦୁଃଖ କେମିତି ସହନ୍ତି ।

ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରାଧା