ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ପତିତ - ରମାକାନ୍ତ ମିଶ୍ର

ପତିତ - ରମାକାନ୍ତ ମିଶ୍ର


ରଖି ହେବ ନାହିଁ ଯେଉଁ ସଂବନ୍ଧ କୁ
ଚେଷ୍ଟା କରିବା ନାହିଁ ତାହା କରିବାକୁ
ନିଜ ଶକ୍ତି ଠାରୁ ଅଧିକ କରିବାକୁ
କରିବା ନାହିଁ ବୃଥା ଆସ୍ଫାଳନ କୁ
ମନରେ ଅଛି ଆକାଶ ଛୁଇଁବାକୁ
ଭୁପତିତ କରି ନୁହେଁ କାହାରିକୁ |

ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮ 
ଶୈଳଶ୍ରୀ ବିହାର, ଭୁବନେଶ୍ୱର - ୭୫୧୦୨୧
ଭ୍ରାମ୍ୟଭାଷ : ୯୯୩୭୨୬୮୦୧୨

0 Comments