ନିକଟ - ରମାକାନ୍ତ ମିଶ୍ର

ନିକଟ - ରମାକାନ୍ତ ମିଶ୍ର


ଭଲ ଲାଗେ ମତେ
ସେହି ଲୋକ ମାନଂକୁ
ସକାଳେ ଅଭିବାଦନ କରିବାକୁ
ଯେଉଁ ମାନେ ମୋ ସମ୍ମୁଖ ରେ
ନ ଥାଇ ବି ମୋ ହୃଦୟ ର
ଅତି ନିକଟ ରେ ରହିବାର
ଆଭାସ ଦେଇ ଥାନ୍ତି |

ରମାକାନ୍ତ ମିଶ୍ର 
ଭି.ଆଇ.ଏମ. - ୨୬୮ , ଶୈଳଶ୍ରୀ ବିହାର 
ଭୁବନେଶ୍ୱର - ୭୫୧୦୨୧ 
ଭ୍ରାମ୍ୟଭାଷ : ୯୯୩୭୨୬୮୦୧୨

0 Comments