ନିଧାର୍ଯ୍ୟ - ରମାକାନ୍ତମିଶ୍ର

ନିଧାର୍ଯ୍ୟ - ରମାକାନ୍ତମିଶ୍ର


ଗଛ କୁ ପ୍ରତିଦିନ କରିବାକୁ
ହୋଇଥାଏ ଯତ୍ନ
ଧରି ଥାଏ ସମୟ କ୍ରମେ ହିଁ
ତହିଁରେ ଫଳ ରତ୍ନ
ଧରିବାକୁ ହେବ ଧୈର୍ଯ୍ୟ
ହୋଇ ଥାଏ ପ୍ରତି କାର୍ଯ୍ୟ
ସମୟ ଥାଏ ନିଧାର୍ଯ୍ୟ ।

ରମାକାନ୍ତମିଶ୍ର
ଭି.ଆଇ.ଏମ. - ୨୬୮
ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧ 
ମୋବାଇଲ – ୯୯୩୭୨୬୮୦୧୨

0 Comments