Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମି ଠୁ - ସନ୍ତୋଷ ପଟ୍ଟନାୟକ


ଧର୍ମ ହେଲେ ନାଶ ମିଳେନି ପିୟୁଷ
   ବଢଇ ଦେଶେ ଶୋଷଣ
ସମ୍ପର୍କ ନିର୍ବିଶେଷରେ କେବଳ
   ଘଟେ ଦୈହିକ ମିଶାଣ...

ପଦ ପଦବୀଟା ମୂଳଭାବି ଯଦି
     ତେଜିଲ ଲଜ୍ଜ୍ୟା ଭୂଷଣ
ଚର୍ଚ୍ଚାକୁ ଆଦରି ପଛରେ କିମ୍ପାଇଁ
    ମାରୁଛ ଫମ୍ପା ଭାଷଣ....

    ହଟିବ କେମିତି ନିଶାଣ
ଅଦାଲତ ଏବେ ତୁମ ସପକ୍ଷରେ
   ବରିନିଅ ମି ଠୁ  କଷଣ....

ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା ବ୍ଳକ୍, ତିରିଡା, ଗଞ୍ଜାମ 

Post a Comment

0 Comments