Information

ମଧୁରତା - ରମାକାନ୍ତ ମିଶ୍ର


ମଧୁରତା !
ମୁହଁରେ ମିଶିଲେ ସ୍ବାଦ ହୁଏ
ହୃଦୟରେ ମିଶିଲେ ପ୍ରେମ ହୁଏ
ମୌସୁମୀରେ ମିଶିଲେ ରିତୁ ହୁଏ
ସଂବନ୍ଧରେ ମିଶିଲେ ସୁଂଦର ହୁଏ
ଜୀବନରେ ମିଶିଲେ ସ୍ବର୍ଗ ହୁଏ |

ରମାକାନ୍ତ ମିଶ୍ର 
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର 
ଭୁବନେଶ୍ୱର - ୭୫୧୦୨୧ 
ଭ୍ରାମ୍ୟଭାଷ : ୯୯୩୭୨୬୮୦୧୨

Post a Comment