Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମାଛି - ରମାକାନ୍ତ ମିଶ୍ର


ଭାବିବା ପାଇଁ ଅନେକ ଭାବ ଅଛି
କହିବା ପାଇଁ ଅନେକ କଥା ଅଛି
ଶୁଣିବା ପାଇଁ ଅନେକ କିଛି ଅଛି
ଗାଇବା ପାଇଁ ଅନେକ ଗୀତ ଅଛି
ଲେଖିବା ପାଇଁ ଅନେକ ଲେଖା ଅଛି
ପଡିବା ପାଇଁ ଅନେକ ବହି ଅଛି
ଯାହା ବି କଲେ ଅନେକ କାମ ଅଛି
ଖୋଜିବା ପାଇଁ ଅନେକ ସ୍ଥାନ ଅଛି
ନିନ୍ଦୁକ ପାଇଁ ଅନେକ ନିନ୍ଦା ଅଛି
ଯେପରି ଘା'ରେ ମୁହଁ ଦିଏ ମାଛି |

ରମାକାନ୍ତ ମିଶ୍ର

Post a Comment

0 Comments