କହତ.. ଇଟା କାଣା ହେଉଛ - ଫିରୋଜ୍ କୁମାର ପଟେଲ

କହତ.. ଇଟା କାଣା ହେଉଛ - ଫିରୋଜ୍ କୁମାର ପଟେଲ


ତୁଇ କହୁଛୁ , ମୁଇଁ ବି କହୁଛେଁ
ଫିରଭି କଥା ଭିତରେ କେତେ କଥା
ବାକି ରହି ଯାଉଛେ...
ପୁରୁଣା ଚାଟ କେ ବାରବାର ପଢ଼ବାର୍
ପ୍ରୋଫାଇଲ ଫଟୋକେ
ଜୁମ୍ କରି ଦେଖିବାର୍ ଥି
ଦିନ ବିତି ଯାଉଛେ...
କହତ..ଇଟା କାଣା ହେଉଛେ ?

ମୁଇଁ ଜାନିଛେ,
ଜାନିଜାନି  ମୁଇଁ ନିଜେ ହଜୁଛେଁ
କଳ୍ପନା ବର୍ଷା ଥି ଭିଜୁଛେଁ
ଲକ୍ଷେ ପଞ୍ଜୁରୀ ଭାଙ୍ଗୀ
ଖୁଲା ଆକାଶେ ମୋର ଖୁଲା ଉଡାନ୍ ଥି
ମୁଇଁ ନିଜେ ନ ଆକାଭୁତ !
ବୁଝି ନି ହେବାର...
ଇଟା କାଣା ହେଇ ହେଇ ଯାଉଛେ ।

କାଣା ଅଛେ ଆମର୍ ଭିତରେ
ତୁଇ କିଛି ଜାନିଛୁ
ନା ମୁଇଁ କିଛି ଜାନିଛେ
ଫିର ଭି କେନ୍ତା ଅଜାନତେ
ଏତେ କଥା ଜାନି ହେଇ ଯାଉଛେ
ଆହାଃ.....
ଇ ଜୀବନ୍ତ ଜୀବନରେ ମୁଇଁ ଗଦଗଦ
ତୁଇ କହତ..ଇଟା କାଣା ହେଉଛେ ?

ଫିରୋଜ କୁମାର ପଟେଲ
ସୁନ୍ଦରଗଡ-19, ମୋ - 9777632330

0 Comments