Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଇଚ୍ଛା - ରମାକାନ୍ତ ମିଶ୍ର


ଆଜିଠାରୁ ଉତ୍ତମ ଦିନ ନାହିଁ
କାଲି କେବେହେଲେ ହୁଏ ନାହିଁ
ବର୍ତ୍ତମାନ କେବେ ଯାଏ ନାହିଁ
ସମୟ ହେଉ କେତେ ଖରାପ
ରୁଖ୍ୟ ହେଉ କି ସୁଖ୍ମ ହେଉ
ଭଗବାନଂକ ଇଚ୍ଛା ପୂର୍ଣ୍ଣ ହେଉ ।

Rama Kanta Mishra,
VIM-268, Sailashreevihar,
Bhubaneswar-21

Post a Comment

0 Comments