Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଗାନ୍ଧି-ଗନ୍ଧର୍ବ - ମାଣିପୁର ବବି


ଗାନ୍ଧିଜୀ ଗାନ୍ଧିଜୀ ଗାନ୍ଧିଜୀ
ତୁମ ଗନ୍ଧ ଖାଲି ଆଜି
ସବୁଆଡେ ଖାଲି କୋଳାହଳ ସ୍ବର
କଳା ଘନ ଘନ ର୍ଦୁନିତୀ ଅନ୍ଧାର
ବିଲୁଆ ଶାଗୁଣା ଡାକ୍ତର ସାଜି
କଲେ ଯେବେ କବିରାଜି
ଆଉ କି ବୁଲିବେ,,ବିହଙ୍ଗ ସ୍ବାଧୀନେ
ହୋଇଣ ମୁକତି ରାଜି
ଗାନ୍ଧିଜୀ ଗାନ୍ଧିଜୀ ଗାନ୍ଧିଜୀ
ତୁମ ଗନ୍ଧ ଖାଲି ଆଜି
70 ବରଷ କରି କେଉଁ ଚାଷ
ତୁମ ପରିବାର ଧନୀ
ଯେତେ ଖାଇଲେ ବି,,ସରୁନାହିଁ ତାଙ୍କ
ଯଦି ତୁମେ ସ୍ବାଭିମାନୀ
ଦେଶକୁ ସ୍ବାଧିନ,,,ମିଛ ପ୍ରହସନ
ଦେଇ ଆଶା ଝରା ତୃଣ
ବ୍ରିଟିଶି ଙ୍କ ଦାନ,, ବୋହିନେଇ ଧନ
ଥୋଇଲେ ତୁମରି ଚିହ୍ନ
ଜାତାପ୍ରଥା ନାଁ ଉଠେଇଲ କିଆଁ
ସବୁ ଏକ ଏକ ଡାକି
ହରିଜନ ଚାଲେ ଛାତିକୁ ଫୁଲେଇ
general ରହେ ଯାକି
ଅହିଂସା ଅହିଂସା ନକରି ମୀମାସାଂ
କରିଥି୍ଲ ଯେଉଁ ସନ୍ଧି
ସେ ସନ୍ଧି କାରଣୁ ଗରୀବ ଏଯାଉଁ
କ୍ଷମତା ହାତରେ ବନ୍ଧୀ
ତୁମ ବାପାଙ୍କର ନାହିଁ ପରିଚୟ
ଜାଣୁନା ତୁମେ କା ଛୁଆ
କିଏ କହେ ହିନ୍ଦୁ ହିନ୍ଦୁ
କିଏ କହେ ମିଆଁ

ମାଣିପୁର-ବବି
ମୋ - ୬୩୮୨୬୯୨୧୨୯

Post a Comment

0 Comments