Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମା ଆସୁଛନ୍ତି - ରମାକାନ୍ତ ମିଶ୍ର


ପୂଜା ର ବାଜଣା ଶୁଭେ ଦୂରେ
ମା ଆସୁଛନ୍ତି ବର୍ଷକ ପରେ
ଶିଉଳି ସୁଗନ୍ଧ ଆଗମନେ
କାଶତଂଡୀ ଫୁଲର ଆବରଣେ
ନୀଳ ଆକାଶରେ ମାଂକୁ ଖୋଜୁ
ହସ ଖୁସି ର ମାଦଳ ବାଜୁ
ହେ ମା ! ସୁଖ ଦିଅତ ଏତିକି
ଅହଂକାର ନ ଆସୁ ମୋ କତିକି
ହେ ମା ! ଦୁଃଖ ଦିଅତ ଏତିକି
ଆସ୍ଥା ଚାଲି ନ ଯାଏ ଯେମିତି |

ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮
ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧ 
ମୋବାଇଲ – ୯୯୩୭୨୬୮୦୧୨

Post a Comment

0 Comments