Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବରିଷ୍ଠ - ରମାକାନ୍ତ ମିଶ୍ର


ବରିଷ୍ଠଂକର ହେଉନି ଉଚିତ ସମ୍ମାନ ବରିଷ୍ଠ ନାଗରିକ ପାଉ ନାହାନ୍ତି ଧ୍ୟାନ ସାରା ଜୀବନ କଟାଇ ହେଲେ ବରିଷ୍ଠ ଏବେ କଟାଇବେ ଜୀବନ ଅବଶିଷ୍ଟ କଟାଇବେ କିପରି ଏବେ ସମସ୍ତେ ରୁଷ୍ଟ ଯେଉଁମାନେ ରକ୍ତ ର ଦେଉଛନ୍ତି କଷ୍ଟ ଖାଲି ମାଡ, ଗାଳି, ଅପମାନ ନୁହେଁ କଷ୍ଟ ସେମାନେ ଧରା ନ ଦେବା ମାନସିକ କଷ୍ଟ ବରିଷ୍ଠଂକ ପ୍ରକୃତି ଦତ୍ତ ଶାରିରୀକ କଷ୍ଟ ତାପରେ ଯଦି ଅନ୍ୟମାନେ ହେବେ ରୁଷ୍ଟ ତା ହେଲେ ଭଲ ଆଉ ହେବାନି ବରିଷ୍ଠ ବରିଷ୍ଠ ହେବା ଆଗରୁ ପ୍ରାଣ କରିବା ନଷ୍ଟ ବରିଷ୍ଠ କଣ ଦେଇ ଦେବେ ଜୀବନ ? ନାହିଁ ଆଉ ଅନ୍ୟ କିଛି ସମାଧାନ ? ସରକାର କେବେ କିଛି ଦେଇଛନ୍ତି ଧ୍ୟIନ ? ବରିଷ୍ଠ ନାଗରିକ ସେଲ୍ କରି ସ୍ପନ୍ଦନ ହୀନ କଟି ଯାଉଛି ଦିନ ପରେ ଦିନ ନିର୍ବିଘ୍ନ କେବେ ହେବ ଏ ସମସ୍ୟା ର ସମାଧାନ ? ଗଳ୍ପରେ, କବିତାରେ, ଟିଭି ପରଦାରେ ଚାଲିଥିବ ବାର୍ତ୍ତା ବିନା କିଛି ଉପଚାରେ |
ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର ଭୂବନେଶ୍ୱର - ୭୫୧୦୨୧
ମୋବାଇଲ - ୯୯୩୭୨୬୮୦୧୨

Post a Comment

0 Comments