OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଆତ୍ମ ବିଶ୍ଵାସ - ରମାକାନ୍ତ ମିଶ୍ର

ଆତ୍ମ ବିଶ୍ଵାସ - ରମାକାନ୍ତ ମିଶ୍ର

ସବୁ ଠାରୁ ବଡ ଶକ୍ତି ଆମର
ଅଟଇ ତାହା ଆତ୍ମ ବିଶ୍ବାସର
ନିଜ ଶକ୍ତି କୁ କରିବା ବିଶ୍ବାସ
ମନ ହେବ ପୁଣି ଅତି ଉସ୍ବାସ
ହୋଇ ଯଦି ପାରିଲା ଏହା ସଂଭବ
ଚମତ୍କାର ମଧ୍ୟ ନୁହେଁ ତ ଅସଂଭବ |


ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮ ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧

0 Comments