Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଗୁରୁ ବନ୍ଦନା - ରମାକାନ୍ତ ମିଶ୍ର

ଗୁରୁ ଆଉ ଗୋବିନ୍ଦ ଦୁହେଁ ସମ୍ମୁଖ ରେ ଉପସ୍ଥିତ
ଗୋବିନ୍ଦ ବଡ ଜଣିବି ଗୁରୁଂକୁ ଆଗ କରିବି ବନ୍ଦିତ
ଗୁରୁ ହିଁ ଗ୍ୟାନ ଦେଇ ଆମକୁ କରିଛନ୍ତି ଏହି ଯୋଗ୍ୟ
ଗୋବିନ୍ଦଂକୁ ଚିହ୍ନି ପାରି ବଦଳାଇବା ନିଜ ନିଜ ଭାଗ୍ୟ
ଗୁରୁ ବ୍ରହ୍ମା, ଗୁରୁ ବିଷ୍ନୁ, ଗୁରୁ ଦେବ ହିଁ ମହେଶ୍ବର
ଗୁରୁ ସାଖ୍ୟାତ ପରଂବ୍ରହ୍ମ ତାଂକୁ ଆଗ ପୂଜା କର
ମାତା ହେଲେ ଆଦ୍ୟ ଗୁରୁ, ପିତା ମହାନତା ରେ
ଗୁରୁ ଗ୍ୟାନ ଦେଇ ଠିଆ କଲେ ଆମକୁ ସଂସାରରେ
ଗୁରୁ ବଂଦନା କରିବା ଆଜି ର ଏହି ମହାନ ଦିନରେ
ମହାନ ଗୁରୁ ସାର୍ ରାଧାକୃଷ୍ନନଂକ ଜନ୍ମ ଦିବସରେ |


ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮ ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧

Post a Comment

0 Comments