Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ହେ ବିଶ୍ଵକର୍ମା - ରମାକାନ୍ତ ମିଶ୍ର

ହେ ବିଶ୍ବକର୍ମା ତୁମେ ଦେବ ଶିଳ୍ପି
ସଂସାର ରେ ସବୁ ଅଛ ତ କଳ୍ପି
ତୁମ ଠାରୁ ବଡ ବିନ୍ଧାଣୀ
ଥିବା କାହାକୁ ନାହିଁ ଜାଣି
ନାରାୟଣଂକ ପାଇଁ ଖୀର ସାଗର
ଲଖ୍ମୀଂକ ପାଇଁ ମହୋଦଧି ନଗର
ମଣିଷଂକ ପାଇଁ ରଚିଛ ପୃଥିବି
ଆଜି ତୁମ ପୂଜା ନିଣ୍ଚୟ କରିବି |


ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮ ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧

Post a Comment

0 Comments