ଓଡ଼ିଆଣୀ ବୋହୁ - ଆଡଭୋକେଟ ହୃଷୀକେଶ ପାଢୀ

ଓଡ଼ିଆଣୀ ବୋହୁ - ଆଡଭୋକେଟ ହୃଷୀକେଶ ପାଢୀ

ମୋ ଶ୍ରାବଣୀ ଆଜି
ସୁନ୍ଦର ଦିଶୁଚି
ମୁଣ୍ଡରେ ଓଢ଼ଣା ନାଇ
ଠିକ୍ ଓଡ଼ିଆଣୀ
ବୋହୁଟେ ସାଜିଛି
ଖୁଣୀ ପାରିବେନି କେହି ।


ଆଡଭୋକେଟ ହୃଷୀକେଶ ପାଢୀ,
ସଂପାଦକ -ନୀଳଚକ୍ର ପ୍ରକାଶନ, ବୋଳକଣା, ଡେଲାଙ୍ଗ, ପୁରୀ

0 Comments