Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଖୁସି - ରମାକାନ୍ତ ମିଶ୍ର

ପ୍ରତ୍ୟେକ ଛୋଟ ହସ ଟିଏ
କାହାରି ମନ କୁ ଛୁଇଁ ଯାଏ
ଖୁସି କେହି ଜନ ମିନି ଧରି
ସଭିଁଏ ଖୁସି ର ଅଧିକାରୀ
ଖୁସି ପରିସ୍ଥିତି ସୃଷ୍ଟି ପାଇଁ
ଖୁସି ରୁହ ସବୁ ବେଳ ପାଇଁ |


ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮ ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧

Post a Comment

0 Comments