ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ନୂଆଁଖାଇର୍ ଚିଠି - ବିକାଶ ବାଗ୍

ନୂଆଁଖାଇର୍ ଚିଠି - ବିକାଶ ବାଗ୍

ଇ ଚିଠି ଆସିଛେ
ଗାଁ ନୁ ପର୍ଦେଶ କେ
ଯେନ ରହୁଛେଁ ମୁଇଁ
ଛାଡ଼ି ମୋର୍ ଗାଁ କେ
ବାସୁଛେ ମାଟିର୍ ବାସ୍ନା
ଇ ଚିଠି ଖୁଲିଦେଲି ଯେ
ଲେଖିଛେ ମୋର୍ ମା
ଆଏବୁ ନୂଆଁଖାଇ କେ
ଆଁଖିର୍ ପାଏନ୍ ଝରିଗଲା
ପଢ଼ି ମା ତୋର୍ ଚିଠି କେ
ପର୍ଦେଶେଁ ରହେଲେ ଭି
ନାଇଁ ଭୁଲିଁ ନୂଆଁଖାଇ କେ
ବରଷର୍ ବଡ଼ଖା ତିହାର୍ ଥିଁ
ମୁଇଁ ଯିମି ମୋର୍ ଗାଁ କେ
ସାଙ୍ଗେ ମିସି ନୂଆଁଖାଏମା
ମୁଇଁ ଯିମି ନୂଆଁଖାଇ କେ
ହଁ ମୁଇଁ ଯିମି ନୂଆଁଖାଇ କେ


ବିକାଶ ବାଗ୍
ଘେଁସ୍, ବରଗଡ଼

0 Comments