ନୂତନ ସକାଳ ଆଗମନ
ନୂତନ ଲଖ୍ୟ ଅନୁସନ୍ଧାନ
ନୂତନ ବିଚାର ଆଗମନ
ନୂତନ ସ୍ବପ୍ନ ର ସଂଦର୍ଶନ
ନୂତନ ମତ ର ସୁ ସୃଜନ
ନୂତନ ଚିନ୍ତା ଧାରା ଚୟନ
ମହାନ ସଫଳତା ଦର୍ଶନ
ଈଶ୍ବର କରନ୍ତୁ ବଳବାନ
ଏହାହିଁ କାମନା ଏହିଦିନ
ସଭିଂକର ପୂର୍ଣ୍ଣ ହେଉ ସ୍ବପ୍ନ |




ରମାକାନ୍ତ ମିଶ୍ର, ଭି.ଆଇ.ଏମ. - ୨୬୮ ଶୈଳଶ୍ରୀ ବିହାର ଭୂବନେଶ୍ୱର - ୭୫୧୦୨୧