Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ସନ୍ଦେହ - ରମାକାନ୍ତ ମିଶ୍ର

ନିଜକୁ କେବେ ଭାବ ନାହିଁ ହୀନ
ଯଦି ତୁମ ଯୋଗ୍ୟତା ସଂଦିହାନ
ଦୁଇ ଗୁଣ କର ନିଜ ଯୋଗ୍ୟତାକୁ
ଗର୍ବ ଅନୁଭବ କର ନିଜେ ନିଜକୁ
ଲୋକେ ତ ନିଶ୍ଚୟ କରିବେ ସଂଦେହ
ସୁନା କୁ ସଭିଁଏ କରନ୍ତି ସଂଦେହ
ଲୁହା ର ଶୁଦ୍ଧତା ଗୁଣବତ୍ତା ଉପରେ
ପ୍ରଶ୍ନ କି କେହି କେବେ ବି ପଚାରେ ?


ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮ ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧

Post a Comment

0 Comments