ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ହସ ଖୁସି - ରମାକାନ୍ତ ମିଶ୍ର

ହସ ଖୁସି - ରମାକାନ୍ତ ମିଶ୍ର

ହସ ଆମକୁ ଆକର୍ଷଣୀୟ କରେ
ହସ ହିଁ ମନକୁ ପ୍ରଫୁଲ୍ଲିତ କରେ
ହସ ଆମର ପରିବର୍ତ୍ତନ କରେ
ହସ ମୁଂଡ ର ଚାପକୁ ହ୍ରାସ କରେ
ହସ ଆମକୁ ସକାରାତ୍ମକ କରେ
ହସ ଆମ ବ୍ୟକ୍ତିତ୍ବ ବିକାଶ କରେ
ଖୁସିରେ ରହିବା ଅଟେ ଇଛ୍ଛାଧିନ
ଏହା ନୁହେଁ କୌଣସି ଫଳ ଅଧିନ
ସଂସାରରେ କେହି ପାଇବନି ଖୁସି
ଯଦି ସ୍ବୟଂ ନିଜେ ନ ରହିବା ଖୁସି |

ରମାକାନ୍ତ ମିଶ୍ର

0 Comments