ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଜନ୍ମାଷ୍ଟମୀ - ରମାକାନ୍ତ ମିଶ୍ର

ଜନ୍ମାଷ୍ଟମୀ - ରମାକାନ୍ତ ମିଶ୍ର

ପ୍ରଭୁ ଶ୍ରୀକୃଷ୍ନଂକର ଜନ୍ମାଷ୍ଟମୀ
ଥିଲା ଅଷ୍ଟମ ଗର୍ଭ ଓ ଅଷ୍ଟମୀ
ପ୍ରଭୁ ହେଲେ ଧରାରେ ଅବତୀର୍ଣ୍ଣ
ବର୍ଷାରେ ଚାରିଦିଗ ଥାଏ ଜଳମଗ୍ନ
ସେ ଜନ୍ମ ନେଲେ କାରାରେ ଅକ୍ଷୁର୍ଣ୍ଣ
ଅନ୍ଧକାରେ ଜ୍ୟୋତି ଦେଲେ ଶ୍ରୀକୃଷ୍ନ
କରୁଛୁ ଆମେ ସବୁ ଆତ୍ମ ସମର୍ପଣ
ଶ୍ରୀକୃଷ୍ନଂକ ଠାରେ ଆତ୍ମ ନିବେଦନ
ଅତି ପବିତ୍ର ଏହି ଜନ୍ମାଷ୍ଟମୀ ଦିନ
ପ୍ରଭୁଂକ ଠାରେ ମନ ହେଉ ଲୀନ |


ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮ ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧

0 Comments