Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ତୋ ଦୟା - ହୃଷିକେଶ ଜାଲି

ପ୍ରଭୋ!
କେତେ କାହାକୁ
କରିଦେଉଅଛ
ଆମ ପାଇଁ କିଆଁ
ମ ଉ ନ।
ଏତେ ଅପାରଗ
ଯେ,ପାଠ ପଢି ଓ ପଢେଇ
ମଣିଷ କଲେ ବି
ରାଜରାସ୍ତାରେ
ଡହଳ ,ବିକଳ ଆମେ।
କିଏ ଶୁଣୁବା ନଶୁଣୁ
ତୁମ ନାମ ନେଇ
ଗୁରୁ ଆମେ
ଟେ ଦୟା
ଖାଇବାକୁ ମିଳୁ ବା ନମିଳୁ


ହୃଷିକେଶ ଜାଲି,
ମୁନିଗୁଡା ସ୍ନାତକ ମହାବିଦ୍ୟାଳୟ, ମୁନିଗୁଡ଼ା, ରାୟଗଡା।

Post a Comment

0 Comments