Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ତୁମେ - ଆଡଭୋକେଟ ହୃଷୀକେଶ ପାଢୀ

ତୁମେ ପାଶେ ଥିଲେ
ଚଉଦ ଭୁବନ
ଲାଗେ ଖାଲି ମିଠା ମିଠା
ମୁହୂର୍ତ୍ତେ ଅନ୍ତର
ହେଲେ ହେଁ ପାଖରୁ
ସବୁ ଲାଗେ ଫିକା ଫିକା ।




ଆଡଭୋକେଟ ହୃଷୀକେଶ ପାଢୀ,
ସଂପାଦକ -ନୀଳଚକ୍ର ପ୍ରକାଶନ, ବୋଳକଣା , ଡେଲାଙ୍ଗ, ପୁରୀ ।

Post a Comment

0 Comments