Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରୀତିପଦ୍ମା - ତୃପ୍ତି ପଣ୍ଡା

ତୁମେ ପ୍ରୀତି ବନ ପ୍ରୀତି ର ଫଗୁଣ
ମୋ ପ୍ରୀତି ର ଗୋଲାପର କଢି
ତୁମ ଓଠ ଧାରେ ବସ ଖେଳିଗଲେ
ମୁଁ ପ୍ରୀତିରେ ଭିଜଇ ଖାଲି,
ତୁମ ଦିଆ ସବୁ ପ୍ରୀତି ର ସନ୍ତକ
ହୃଦୟେ ସାଇତା ମୋର
ଏ ଜନ୍ମେ ନୁହେଁ ଜନମ ଜନମ
ସାଜୁଥାଅ ସାଥି ମୋର,
ପ୍ରୀତି ବାଣ୍ଟୁ ବାଣ୍ଟୁ ସରିଯିବ ପୁଣି
ପ୍ରୀତିର ସଂସାର ଖେଳ
ସେଇ ପ୍ରୀତିର ସ୍ମୃତି ରେ ସଦା ଆନମନା ହୁଏ
ମୁଁ ପ୍ରୀତିପଦ୍ମା ।।।।


ତୃପ୍ତି ପଣ୍ଡା
'କୃଷ୍ଣକୃପା' ଗୁଣ୍ଡିଚା ବିହାର, ଲେନ୍-7, ଘରନଂ-283
ମାଟିଆ ପଡା, ପୁରୀ

Post a Comment

0 Comments