Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ସାଲିସ୍ - ରମାକାନ୍ତ ମିଶ୍ର

ନିଜକୁ ନିଜ ସହିତ
ରହିବାକୁ ହେବ ଜୀବିତ
ଅନ୍ୟ କରୁଛନ୍ତି କଣ
ଅନ୍ୟ ଭାବୁଛନ୍ତି କଣ
ଅନ୍ୟ କହୁଛନ୍ତି କଣ
ସେଥିରେ ଅଛିବା କଣ
ଆମର ଯେତିକି ଦୁଃଖ
ଅନ୍ୟର ସେତିକି ସୁୃଖ
ସାଲିସ୍ ଜୀବନ ସହିତ
କରି ରହିବା ଜୀବିତ |


ରମାକାନ୍ତ ମିଶ୍ର

Post a Comment

0 Comments