Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପଥର - ରମାକାନ୍ତ ମିଶ୍ର

ପଚାରିଲି ଶିଳ୍ପୀଙ୍କୁ ଦେବତା ଏତେ ସୁଂଦର
କିପରି ତିଆରିଲ ଏକା ତ ଏହା ସେହି ପଥର
ଶିଳ୍ପି କହିଲେ ସୁଂଦରତା ଭରି ରହି ଥିଲା ପଥର
ମୁଁ କେବଳ କାଟି କମାଇଲି ଅତିରିକ୍ତ ଓଜନର
ଆମ ଯେତେ ସବୁ ଖୁସି ଲୁକ୍କାୟୀତ ଆମ ନିଜ ଭିତର
ଅନ୍ତର ନିରୀଖ୍ୟଣ କରି ଦେଖ ନିଜେ କେତେ ସୁଂଦର !


ରମାକାନ୍ତ ମିଶ୍ର

Post a Comment

0 Comments