ଅଟଳ ଟଳି ଗଲେ
କିନ୍ତୁ ଅମର ହେଲେ
ତାଂକ ପରି ନେତା
ତାଂକ ପରି ବକ୍ତା
ଆଉ ନାହାନ୍ତି ଦ୍ୟୀତିୟ
ବିତି ଯିବ ସମୟ
ସେ ରହିବେ ଅଖ୍ୟୟ
ପ୍ରଣାମ କରେ ଅନ୍ତର
ସଦ୍ଗତି ତାଂକ ଆତ୍ମାର |


ରମାକାନ୍ତ ମିଶ୍ର