Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ରାକ୍ଷୀ - ରମ।କାନ୍ତ ମିଶ୍ର

ରାକ୍ଷୀ ତୁ ହେଉଛୁ ସାକ୍ଷୀ
ଭାଇ ଭଉଣୀ ସ୍ନେହ ସାକ୍ଷୀ
ରାକ୍ଷୀ ତୁ ବି ହେଉ ସାକ୍ଷୀ
ଠାକୁର ଆଉ ଆମର ସାକ୍ଷୀ
ରାକ୍ଷୀ ତୁ ହେଉଛୁ ସ୍ଵାକ୍ଷର
ଭାଇ ଭଉଣୀଂକ ସଂପର୍କର
ନର ଆଉ ନାରାୟଣଂକର
ଜୟ ଚିରଂତନ ସଂପର୍କର |
ରମା କାନ୍ତ ମିଶ୍ର
(ସଭିଂକୁ ରାକ୍ଷୀ ପୂର୍ଣୀମାର ଅଭିନଂଦନ)
ଶ୍ରୀ ରମ।କାନ୍ତ ମିଶ୍ର ଭି.ଆଇ.ଏମ. - ୨୬୮ ଶୈଳଶ୍ରୀ ବିହାର ଭୂବନେଶ୍ୱର - ୭୫୧୦୨୧

Post a Comment

0 Comments