Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପରିବେଶ ପ୍ରଦୂଷଣ ଅନୁଚିତା - ସସ୍ମିତା କୁମାରୀ ଆଚାର୍ୟ୍ୟ

ପ୍ରକୃତିରେ ଅଛି ଯେତେ ବାସ
ସିଏ ବା ଆମର ପରିବେଶ ।
ମାଛ ଯେପରି ପାଣିରେ ରହେ
ଆମେ ସେମତି ସମାଜରେ ବାସକରୁ ।
ମଣିଷ ଜୀବନ ପରିବେଶ
ଅନୁସାରେ ଗଢା ସବୁବେଳେ ।
ସମାଜ ଆମରି ପରିବେଶ
ପ୍ରଦୂଷଣ ଗୋଟିଏ ମୁଖ୍ୟ
ଅଂଙ୍ଗ ।(୧)............
ପରିବେଶ ପ୍ରତିକୂଳତା ଜୀବ
ଜଗତ କୁ ଭୟଂକର ।
ପରିବେଶ ଅନୁକୂଳତା ରେ
ପୃଥିବୀରୁ ଅବଲୁପ୍ତ ଶୂନ୍ୟ ।
ସମାଜ ର ଆମୋଦପ୍ରମୋଦ
ଲାଗି କାଟିଲେଣି ଗଛ ଜଂଗଲ
ଅମ୍ଲଜାନ ର ଅଭାବରେ
ଘୁରିବୁଲୁଛି ପ୍ରଦୂଷଣ ସବୁଠି ।
ବିଜ୍ଞାନ ର ଉନ୍ନତିରେ ଅଗଢି ରେ
ମୃତ୍ୟ କୁ ନିୟତ୍ରଣ ରୂପ ରେଖା
ମୃତ୍ତିକା କ୍ଷୟର ନଦୀ କାନ୍ତ ବନ୍ୟା
ବର୍ଷା ଅନିୟମିତତା ଋତୁଚକ୍ର
ବାଧା । (୨) ..............
ପରିବେଶ ପ୍ରଦୂଷଣ ସୃଷ୍ଟିର ଅବଗତ
କଳକାରଖାନା ଧୂଳିପୂର୍ଣ୍ଣ କରିବା ରେ
ଏ ଜଗତ ବାୟୁମଣ୍ତଳ ବିଷାକ୍ତ ଧାର ।
ପରିବେଶ ପ୍ରଦୂଷଣ ମଣିଷ ଦାୟୀ
ବାନ୍ଦିରଖିଛି ଅଳିଆ ଆବର୍ଜନା
ଜମାକରି । ପରିବେଶ ପ୍ରଦୂଷଣ
ସାଂଗକୁ ଶବଦ୍ ଗର୍ଜନ ସୃଷ୍ଟି
କରୁଛି ତରଙ୍ଗ ମାନସିକ ଅସ୍ଥିରତା
ବିଭିନ୍ନ ରୋଗର କାରଣ ମାନ ।
ଜୀବନ ମୂଲ୍ୟ ବୋଧ ହ୍ରାସ କରୁଛି
ପରିବେଶ ଅନ୍ତଜାତୀୟ କ୍ଷେତ୍ରରେ
ବିଚାର ବିମର୍ଶ ଚାଲିଛି ପରିବେଶ
ପ୍ରଦୂଷଣ କୁ ରୋକିଵା ପାଇଁ
ଡାକରା ଆସିଛି । (୩ )...........


ସସ୍ମିତା କୁମାରୀ ଆଚାର୍ୟ୍ୟ, ରାୟଗଡା

Post a Comment

0 Comments