ସ୍ଵପ୍ନ - ରମାକାନ୍ତ ମିଶ୍ର

ସ୍ଵପ୍ନ - ରମାକାନ୍ତ ମିଶ୍ର

ଆତ୍ମା କୁ ସଦା ଖୁସି ରଖିବା ପାଇଁ
କରିବା କାମ ଭଲ ଭାବନା ନେଇ
କାମକୁ କରିବା ମନ ଧ୍ୟାନ ଦେଇ
ସମୟ ସହିତ ଠିକ୍ ତାଳ ଦେଇ
ସମୟ ଚୁପ୍ କରିକି ରହି ଥାଏ
ସମୟ ଆସିଲେ ହିଁ ଉତ୍ତର ଦିଏ
ସ୍ବପ୍ନ ପୂରଣ ର ସମୟ ନ ଥାଏ
ସ୍ବପ୍ନ ଦେଖ ପୁଣି ନ ଆସିବା ଯାଏ |




VIM-268, Sailashree vihar, Bhubaneswar - 21

0 Comments