OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କଲମ - ରମାକାନ୍ତ ମିଶ୍ର

କଲମ - ରମାକାନ୍ତ ମିଶ୍ର

କଲମ ମୋହର ସାଥି ଅନ୍ତରର
ବIର୍ତ୍ତା ଜାଣେ ସବୁ ମୋ ହୃଦୟର
ପ୍ରକାଶ କରୁ ବା ନ କରୁ ସତ୍ୟ
କଲମ କହିଦିଏ ମନ ର ସତ୍ୟ
ଅସୀ ଠାରୁ ମସୀ ବଳୀୟାନ ମୋର
ଜୀବନ ଥିବା ଯାଏ କଲମ ନିଜର |


ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮ ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧

0 Comments