ଲକ୍ଷ - ରମାକାନ୍ତ ମିଶ୍ର

ଲକ୍ଷ - ରମାକାନ୍ତ ମିଶ୍ର

ଲକ୍ଷ ମିଳୁ ବା ନ ମିଳୁ ଏହାତ ଭାଗ୍ୟର କଥା
କିନ୍ତୁ ଆମେ ଚେଷ୍ଟା କରିବାନି ଏହା ଭୁଲ କଥା
ଜୀବନରେ ନିଶ୍ଚିତ କ୍ଷତାକ୍ତ ଓ ବ୍ୟଥିତ ହେବା
ସମୟ କୁ ଔଷଧ ପରି ବ୍ୟବହାର କରିବା
ଜୀବନ ଠାରୁ ଦିନେ ପରାଜୟ ସ୍ବୀକାର କରିବା
ବର୍ତ୍ତମାନ ତ ଜୀବନ କୁ ଉପଭୋଗ କରିବା |


ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮
ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧
ମୋବାଇଲ - ୯୯୩୭୨୬୮୦୧୨

0 Comments