Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ବାଦ୍ୟଯନ୍ତ୍ର ମାଳିକା - ଆଦିତ୍ୟ ଦାସ

ଚନ୍ଦ୍ରନନୀର ଭାବ
ଆସ କିଏ ବୁଝିବ... ଚନ୍ଦ୍ରାନନୀ ର ଭାବ...
ଦ୍ଵିରଜ ଗମନୀ କୋକିଳ ବଚନୀ
ବାଦ୍ୟଯନ୍ତ୍ରେ ତୋଷ ତାର ବଲ୍ଲଭ ।୦।

କଥା ତାର "ସପତସ୍ୱରୀ",
"ଏକତାରା" "ମୃଦଙ୍ଗ" ଧାରୀ ।
"ଘୁଙ୍ଗୁର" ଚରଣୀ "ଡମ୍ବରୁ" ତା କଟି
"କେନ୍ଦେରା" ତାହାର "ବିପଞ୍ଚୀ" ରାବ ।୧।

"ଝାଂଜେ" "ଦାସକାଠିଆ" ନେଇ,
"ଡୁବି" "ତବଲା" "ସାହାନାଇ" ।
"ଖଞ୍ଜଣି" ହୋଇଲେ "ବେହେଲା" ନୟନୀ
"ନାଗରା"ର ସଙ୍ଗେ ସେ ରସିଯିବ ।୨।
ଚନ୍ଦ୍ରାନନୀର ଭାବ,
ଆସ କିଏ ବୁଝିବ ।




କବି ଆଦିତ୍ୟ ଦାସ,
ବଡ଼ବାଡ଼, ଇଚ୍ଛାପୁର,
ଶ୍ରୀକାକୁଲମ, ଆନ୍ଧ୍ରପ୍ରଦେଶ ।

Post a Comment

0 Comments