ଶତ୍ରୁ - ରମାକାନ୍ତ ମିଶ୍ର

ଶତ୍ରୁ - ରମାକାନ୍ତ ମିଶ୍ର

କାହାରି ଫେସବୁକ ପୋଷ୍ଟରେ
ଖାଲି ଲାଇକ ଟାଏ କରିବା ଭଲ
ଯଦି କେବେ କମେଣ୍ଟ ଦେବାର
ଦୁଃସାହସ କଲ ତୁମେ ଗଲ
ବିନା କାରଣରେ ଅଜାଣତରେ
ଶତ୍ରୁ ଗୋଟିଏ ସୃଷ୍ଟି କଲ ।


ରମାକାନ୍ତ ମିଶ୍ର

0 Comments