Information

ଆଗର ଲେଖେ ପ୍ୟାର୍ ନାଇଁ ହେବାର - ଫିରୋଜ କୁମାର ପଟେଲ

ଇ ଥର ମୋର ସବୁ ଫୋଟୋ ଥି
ତମର love ❤react ନାଇଁ ହେବାର
ମୋର ସବୁ romentic status
ଳୁକାଚୁରା ତମକେ teg ନାଇଁ ହେବାର
ଦୁହେ ତ ନିଜର ବାଟେ busy
ସତକେ ସତ, ଆଜି କାଲି ଆରୁ
ଆଗର ଲେଖେ ପ୍ୟାର୍ ନାଇଁ ହେବାର ।

ତମର ମୋର ଆଖି ମିଶାମିଶି ବାଲା
ସେ ପହେଲା ଦେଖା
ତମର ଲାଗି ଭାବେ ମହମହ
ମୋର କବିତା ଲେଖା
ଘଣ୍ଟା ଘଣ୍ଟା video call ରେ
ତମର ବାନ୍ଦ୍ରୀ reaction ର୍
Screen short ଆର ନିଆ ନାଇଁ ହେବାର
ରାତି ରାତି ସାର ଝୁମରି ଝୁମରି
କେବେ ନିକହେଲା ମନର ଅକୁହା କଥା
ଆର କାହାକେ କୁହା ନାଇଁ ହେବାର
ସତକେ ସତ, ଆଜି କାଲି ଆରୁ
ଆଗର ଲେଖେ ପ୍ୟାର୍ ନାଇଁ ହେବାର ।
ଦେଖୁନ ଦେଖୁନ ଆମର
ନାତା ବଦଳି ଗଲା
'ଗୋ' ନୁ 'ହୋ', ଆରୁ
'ଆମର' ନୁ 'ତମର' ହଇଗଲା
ସତର୍ ଦୁନିଆଁ ନେ ତ
ପ୍ରେମ ବଡା ମହଙ୍ଗା ହେଲାନ
Social media ନ ବି
Online setting dating ପରେ
Breakup ବନେ common ହେଲାନ
ମନ ଟେ ନେଇ ମନ ଖୁଜଲେ
ସବୁ ଦିନ ଲାଗି ମନ ଟେ ମିଲବା ବଲି
ଆର ବିଶ୍ୱାସ ନାଇଁ ହେବାର
ସତକେ ସତ ,ଆଜି କାଲି ଆରୁ
ଆଗର ଲେଖେ ପ୍ୟାର୍ ନାଇଁ ହେବାର ।

ଏଖେଇ ଘଡ଼େକେ ପଲଟିଗଲା ବେଲ
ଗ୍ରହ ନକ୍ଷତ୍ର କଲେ ରୋସ୍
ବେସକ୍ ଆମେ ପାଖେ ଅଛୁଁ
ଫିରବି ଦୁରିଆ କୋସ୍ କୋସ୍
ଘଡ଼େ ଲାଗି ଖୁଜଲେ ତ
ବାଟେ ଘାଟେ ମିଲବେ ସାଥୀ
ସପନେ ସଜେଇ ହେଲା ଲେଖେ
କିହେ ୟାର ନାଇଁ ହେବାର
ସତକେ ସତ, ଆଜି କାଲି ଆରୁ
ଆଗର ଲେଖେ ପ୍ୟାର୍ ନାଇଁ ହେବାର ।




ଫିରୋଜ କୁମାର ପଟେଲ
ଅବନକେଲା, ସୁନ୍ଦରଗଡ-୧୯

Post a Comment